"ସ୍ୱରାଜ୍ୟ ମୋର ଜନ୍ମଗତ ଅଧିକାର" ଏକଥା କିଏ କହିଥିଲେ?, ଲାଲା ଲାଜପତ ରାୟ, ବିପିନ ଚନ୍ଦ୍ର ପାଲ, ଵାଲ ଗଙ୍ଗାଧର ତିଳକ, ସୁବାଷ ଚନ୍ଦ୍ର ବୋଷ, କେଉଁ ସ୍ଥାନରେ ମରୁସ୍ଥଳୀ ମୃତ୍ତିକା ଦେଖାଯାଏ?, ପଞ୍ଜାବ, ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ, ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ କେଉଁ ମୋଗଲ ସମ୍ରାଟଙ୍କ ଠାରୁ ଅନୁମତି ପାଇ ସୁରତ ଠାରେ ବାଣିଜ୍ୟ କୋଠି ନିର୍ମାଣ କରିଥିଲେ?, ଆକବର, ସାହାଜାହାନ, ଯାହାଙ୍ଗୀର, ଔରଙ୍ଗଜେବ, ଓଡିଶାର କେଉଁ ଜିଲ୍ଲାରେ ସବୁଠୁ ଅଧିକ କଫି ଚାଷ କରାଯାଏ?, କନ୍ଧମାଳ, କେନ୍ଦୁଝର, କୋରାପୁଟ, କଳାହାଣ୍ଡି, ମକାରେ କେଉଁ ଉପାଦାନଟି ଅଧିକ ପରିମାଣରେ ଥାଏ?, ଶ୍ୱେତସାର, ସ୍ନେହସାର, ପୃଷ୍ଟିସାର, ଭିଟାମିନ, π/4 ର ରେଡିଆନ କେତେ ଡିଗ୍ରୀ ସହ ସମାନ?, 100⁰, 90⁰, 22/7⁰, 45⁰, କେଉଁ ଧାତୁ ଲଘୁ ଲବଣାମ୍ଳ ସହ ରାସାୟନିକ ପ୍ରତିକ୍ରିୟା କରେ ନାହିଁ?, ଜିଙ୍କ, ମାଗ୍ନେସିଅମ, ଆଲୁମିନିଅମ, କପର, "ଭିଆଣ" ଶବ୍ଦର ଅର୍ଥ କଣ?, ନିର୍ମାଣ, କୌଶଳ, ଛଳନା, କାରଣ, କେଉଁ ଲିପିର ସାମଞ୍ଜସ୍ୟ ଓଡ଼ିଆ ଲିପି ସହ ରହିଛି?, ବଙ୍ଗଳା, ଅସମିୟା, ହିନ୍ଦୀ, ସିଲହଟି, ଇଂରେଜ ମାନେ କେବେ ଖୋର୍ଦ୍ଧା ଅଧିକାର କଲେ?, 1817, 1804, 1834, 1857, ଭୁପୃଷ୍ଠ ରୁ ପ୍ରାୟ କେତେ ମିଟର ଗଭୀରତା ପର୍ଯ୍ୟନ୍ତ କୋଇଲାର ସ୍ଥର ରହିଛି?, 500 ମିଟର, 1000 ମିଟର, 1200 ମିଟର, 1400 ମିଟର, ଲୁହା ତିଆରି ସାଇକଲ ଉପରେ କେଉଁ ଧାତୁର ପ୍ରଲେପ ଦିଆଯାଇ ତାକୁ ଚକଚକ କରାଯାଏ?, ସିଲଭର, ଜିଙ୍କ, କ୍ରୋମିୟମ, କପର, ଗୋଟିଏ ଟ୍ରାପିଜିଅମର ଦୁଇ ସମାନ୍ତର ବାହୁ ସର୍ବସମ ହେଲେ, ଟ୍ରାପିଜିଅମଟି କେଉଁ ଚିତ୍ର ହେବ?, ଆୟତଚିତ୍ର, ବର୍ଗଚିତ୍ର, ରମ୍ଭସ, ସାମନ୍ତରିକ ଚିତ୍ର, ଭୀମ ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦଟି କେଉଁଟି?, କାନ୍ତ, ଭୟଙ୍କର, ଜଡ଼, ଦୁର୍ବଳ, ABCD ସାମନ୍ତରିକ ଚିତ୍ରର A କୋଣ ଓ B କୋଣର ଅନୁପାତ 2:3 ହେଲେ ଏହାର C କୋଣର ପରିମାଣ କେତେ?, 36⁰, 60⁰, 72⁰, 108⁰, ଗୋଟିଏ ବହୁଫଳକର ପାର୍ଶ୍ଵସଂଖ୍ୟା ଓ ଧାରସଂଖ୍ୟା ଯଥାକ୍ରମେ 6 ଓ 12 ହେଲେ ଶୀର୍ଷ ସଂଖ୍ୟା କେତେ?, 6, 7, 8, 9, ଏକ ପୂର୍ଣ୍ଣବର୍ଗ ସଂଖ୍ୟାର ଏକକ ଅଙ୍କଟି ନିମ୍ନସ୍ଥ ମଧ୍ୟରୁ କେଉଁଟା ହେବ ନାହିଁ?, 0, 5, 8, 9, ସପ୍ତର୍ଶୀ ମଣ୍ଡଳର ଅନୁପସ୍ଥିତିରେ କେଉଁ ତାରକାପୁଞ୍ଜ ଧ୍ରୁବତାରା ଚିହିଁବାରେ ସାହାଯ୍ୟ କରେ?, କାଳପୁରୁଷ ମଣ୍ଡଳ, ହଣ୍ଟର, ସିରିୟସ, କ୍ୟାସିଓପିଆ, କେଉଁ ନଦୀ ଅବବାହିକାଟି ଦକ୍ଷିଣ ଆମେରିକା ଅନ୍ତର୍ଗତ?, କଙ୍ଗୋ, ପାରାନା-ପାରାଗୁଏ, ନୀଳ, ଇରାବତୀ, କେଉଁଟା ଏକ ଦ୍ୱେତ ମାଲିକାନାଭୁକ୍ତ ଶିଳ୍ପ ସଂସ୍ଥା?, ଟାଟା ଲୌହ-ଇସ୍ପାତ କାରଖାନା, ମାରୁତି ଉଦ୍ୟୋଗ, ହିନ୍ଦୁସ୍ତାନ ଏରୋନେଟିକ ଲିମିଟେଡ଼, ବିର୍ଲା ଉଦ୍ୟୋଗ, ରାମକୃଷ୍ଣ ମିଶନର ପ୍ରତିଷ୍ଠାତା କିଏ?, ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ, ସ୍ୱାମୀ ଦୟାନନ୍ଦ, ମହାଦେବ ଗୋବିନ୍ଦ ରାଣାଡେ, ଭାରତର କେଉଁ ରାଜ୍ୟରେ ଥୋରିଅମ ମିଳିଥାଏ?, ଝାଡ଼ଖଣ୍ଡ, କେରଳ, ବିହାର, ଛତିଶଗଡ, ସଂସଦୀୟ ସଚିବ ମାନେ କାହାଦ୍ୱାରା ନିଯୁକ୍ତ ହୋଇଥାନ୍ତି?, ରାଷ୍ଟ୍ରପତି, ଲୋକସଭା ବାଚସ୍ପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନର ସଭାପତି କିଏ ହୋଇଥିଲେ?, ଆଲାନ ଆକ୍ତାଭିଆନ ହ୍ୟୁମ, ସୁରେଶନାଥ ବାନାର୍ଜୀ, ଉମେଶଚନ୍ଦ୍ର ବାନାର୍ଜୀ, ଦାଦାଭାଇ ନାରୋଜି, କୌଣସି ଦୋଳନଶିଳ ବସ୍ତୁ ଏକ ସେକେଣ୍ଡରେ ଯେତେଥର ପୂର୍ଣ୍ଣ ଦୋଳନ କରେ ତାକୁ କଣ କୁହନ୍ତି?, ଆବୃତ୍ତି, ବିସ୍ତାର, ଆୟାମ, ଦୋଳନ କାଳ
0%
🏆𝗧𝗵𝗲 𝗚𝗿𝗲𝗮𝘁 𝗡𝗥𝗧𝗦 𝗦𝗵𝗼𝘄𝗱𝗼𝘄𝗻
공유
공유
만든이
P55837536
콘텐츠 편집
저장
좋아요
인쇄
퍼가기
더보기
할당
순위표
더 보기
접기
이 순위표는 현재 비공개입니다.
공유
를 클릭하여 공개할 수 있습니다.
자료 소유자가 이 순위표를 비활성화했습니다.
옵션이 자료 소유자와 다르기 때문에 이 순위표가 비활성화됩니다.
옵션 되돌리기
퀴즈
(은)는 개방형 템플릿입니다. 순위표에 올라가는 점수를 산출하지 않습니다.
로그인이 필요합니다
비주얼 스타일
글꼴
구독 필요
옵션
이런 식으로 더 많아
Ma
만든이
Interlecto
일치하는 것 찾기
2
Peso
만든이
Misscorinna
이미지 퀴즈
3
ගණිතය /5ශ්රේණිය/ද්රව්ය සමූහයකින් හතරෙන් පංගු හඳුනා ගනිමු. කෝකිලා මිස්/රත්නපුර අධ්යාපන කලාපය
만든이
Kokolamaduri
퀴즈
6
Man
만든이
Juliatkatschenk
랜덤카드
17
8 ශ්රේණිය සෞඛ්ය හා ශාරීරික අධ්යාපනය .අනු ක්රීඩා වල යෙදෙමු By: H.A ශෂිමා නිරෝෂිකා ර/ඇඹි /ඕමල්පේ මහා විද්යාලය
만든이
Shashima
상자 열기
2
HZ. MUSA
만든이
Tcoe9673
상자 열기
3
一斤多少钱?
만든이
7454276
퀴즈
2
Mano
만든이
Sciremarsia
명칭이 있는 다이어그램
2
템플릿 전환하기
모두 표시
결과 열기
링크 복사
QR 코드
삭제
자동 저장된
게임을 복구할까요?