"ସ୍ୱରାଜ୍ୟ ମୋର ଜନ୍ମଗତ ଅଧିକାର" ଏକଥା କିଏ କହିଥିଲେ?, ଲାଲା ଲାଜପତ ରାୟ, ବିପିନ ଚନ୍ଦ୍ର ପାଲ, ଵାଲ ଗଙ୍ଗାଧର ତିଳକ, ସୁବାଷ ଚନ୍ଦ୍ର ବୋଷ, କେଉଁ ସ୍ଥାନରେ ମରୁସ୍ଥଳୀ ମୃତ୍ତିକା ଦେଖାଯାଏ?, ପଞ୍ଜାବ, ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ, ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ କେଉଁ ମୋଗଲ ସମ୍ରାଟଙ୍କ ଠାରୁ ଅନୁମତି ପାଇ ସୁରତ ଠାରେ ବାଣିଜ୍ୟ କୋଠି ନିର୍ମାଣ କରିଥିଲେ?, ଆକବର, ସାହାଜାହାନ, ଯାହାଙ୍ଗୀର, ଔରଙ୍ଗଜେବ, ଓଡିଶାର କେଉଁ ଜିଲ୍ଲାରେ ସବୁଠୁ ଅଧିକ କଫି ଚାଷ କରାଯାଏ?, କନ୍ଧମାଳ, କେନ୍ଦୁଝର, କୋରାପୁଟ, କଳାହାଣ୍ଡି, ମକାରେ କେଉଁ ଉପାଦାନଟି ଅଧିକ ପରିମାଣରେ ଥାଏ?, ଶ୍ୱେତସାର, ସ୍ନେହସାର, ପୃଷ୍ଟିସାର, ଭିଟାମିନ, π/4 ର ରେଡିଆନ କେତେ ଡିଗ୍ରୀ ସହ ସମାନ?, 100⁰, 90⁰, 22/7⁰, 45⁰, କେଉଁ ଧାତୁ ଲଘୁ ଲବଣାମ୍ଳ ସହ ରାସାୟନିକ ପ୍ରତିକ୍ରିୟା କରେ ନାହିଁ?, ଜିଙ୍କ, ମାଗ୍ନେସିଅମ, ଆଲୁମିନିଅମ, କପର, "ଭିଆଣ" ଶବ୍ଦର ଅର୍ଥ କଣ?, ନିର୍ମାଣ, କୌଶଳ, ଛଳନା, କାରଣ, କେଉଁ ଲିପିର ସାମଞ୍ଜସ୍ୟ ଓଡ଼ିଆ ଲିପି ସହ ରହିଛି?, ବଙ୍ଗଳା, ଅସମିୟା, ହିନ୍ଦୀ, ସିଲହଟି, ଇଂରେଜ ମାନେ କେବେ ଖୋର୍ଦ୍ଧା ଅଧିକାର କଲେ?, 1817, 1804, 1834, 1857, ଭୁପୃଷ୍ଠ ରୁ ପ୍ରାୟ କେତେ ମିଟର ଗଭୀରତା ପର୍ଯ୍ୟନ୍ତ କୋଇଲାର ସ୍ଥର ରହିଛି?, 500 ମିଟର, 1000 ମିଟର, 1200 ମିଟର, 1400 ମିଟର, ଲୁହା ତିଆରି ସାଇକଲ ଉପରେ କେଉଁ ଧାତୁର ପ୍ରଲେପ ଦିଆଯାଇ ତାକୁ ଚକଚକ କରାଯାଏ?, ସିଲଭର, ଜିଙ୍କ, କ୍ରୋମିୟମ, କପର, ଗୋଟିଏ ଟ୍ରାପିଜିଅମର ଦୁଇ ସମାନ୍ତର ବାହୁ ସର୍ବସମ ହେଲେ, ଟ୍ରାପିଜିଅମଟି କେଉଁ ଚିତ୍ର ହେବ?, ଆୟତଚିତ୍ର, ବର୍ଗଚିତ୍ର, ରମ୍ଭସ, ସାମନ୍ତରିକ ଚିତ୍ର, ଭୀମ ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦଟି କେଉଁଟି?, କାନ୍ତ, ଭୟଙ୍କର, ଜଡ଼, ଦୁର୍ବଳ, ABCD ସାମନ୍ତରିକ ଚିତ୍ରର A କୋଣ ଓ B କୋଣର ଅନୁପାତ 2:3 ହେଲେ ଏହାର C କୋଣର ପରିମାଣ କେତେ?, 36⁰, 60⁰, 72⁰, 108⁰, ଗୋଟିଏ ବହୁଫଳକର ପାର୍ଶ୍ଵସଂଖ୍ୟା ଓ ଧାରସଂଖ୍ୟା ଯଥାକ୍ରମେ 6 ଓ 12 ହେଲେ ଶୀର୍ଷ ସଂଖ୍ୟା କେତେ?, 6, 7, 8, 9, ଏକ ପୂର୍ଣ୍ଣବର୍ଗ ସଂଖ୍ୟାର ଏକକ ଅଙ୍କଟି ନିମ୍ନସ୍ଥ ମଧ୍ୟରୁ କେଉଁଟା ହେବ ନାହିଁ?, 0, 5, 8, 9, ସପ୍ତର୍ଶୀ ମଣ୍ଡଳର ଅନୁପସ୍ଥିତିରେ କେଉଁ ତାରକାପୁଞ୍ଜ ଧ୍ରୁବତାରା ଚିହିଁବାରେ ସାହାଯ୍ୟ କରେ?, କାଳପୁରୁଷ ମଣ୍ଡଳ, ହଣ୍ଟର, ସିରିୟସ, କ୍ୟାସିଓପିଆ, କେଉଁ ନଦୀ ଅବବାହିକାଟି ଦକ୍ଷିଣ ଆମେରିକା ଅନ୍ତର୍ଗତ?, କଙ୍ଗୋ, ପାରାନା-ପାରାଗୁଏ, ନୀଳ, ଇରାବତୀ, କେଉଁଟା ଏକ ଦ୍ୱେତ ମାଲିକାନାଭୁକ୍ତ ଶିଳ୍ପ ସଂସ୍ଥା?, ଟାଟା ଲୌହ-ଇସ୍ପାତ କାରଖାନା, ମାରୁତି ଉଦ୍ୟୋଗ, ହିନ୍ଦୁସ୍ତାନ ଏରୋନେଟିକ ଲିମିଟେଡ଼, ବିର୍ଲା ଉଦ୍ୟୋଗ, ରାମକୃଷ୍ଣ ମିଶନର ପ୍ରତିଷ୍ଠାତା କିଏ?, ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ, ସ୍ୱାମୀ ଦୟାନନ୍ଦ, ମହାଦେବ ଗୋବିନ୍ଦ ରାଣାଡେ, ଭାରତର କେଉଁ ରାଜ୍ୟରେ ଥୋରିଅମ ମିଳିଥାଏ?, ଝାଡ଼ଖଣ୍ଡ, କେରଳ, ବିହାର, ଛତିଶଗଡ, ସଂସଦୀୟ ସଚିବ ମାନେ କାହାଦ୍ୱାରା ନିଯୁକ୍ତ ହୋଇଥାନ୍ତି?, ରାଷ୍ଟ୍ରପତି, ଲୋକସଭା ବାଚସ୍ପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନର ସଭାପତି କିଏ ହୋଇଥିଲେ?, ଆଲାନ ଆକ୍ତାଭିଆନ ହ୍ୟୁମ, ସୁରେଶନାଥ ବାନାର୍ଜୀ, ଉମେଶଚନ୍ଦ୍ର ବାନାର୍ଜୀ, ଦାଦାଭାଇ ନାରୋଜି, କୌଣସି ଦୋଳନଶିଳ ବସ୍ତୁ ଏକ ସେକେଣ୍ଡରେ ଯେତେଥର ପୂର୍ଣ୍ଣ ଦୋଳନ କରେ ତାକୁ କଣ କୁହନ୍ତି?, ଆବୃତ୍ତି, ବିସ୍ତାର, ଆୟାମ, ଦୋଳନ କାଳ
0%
🏆𝗧𝗵𝗲 𝗚𝗿𝗲𝗮𝘁 𝗡𝗥𝗧𝗦 𝗦𝗵𝗼𝘄𝗱𝗼𝘄𝗻
Kopīgot
Kopīgot
autors:
P55837536
Rediģēt saturu
Drukāt
Iegult
Vairāk
Uzdevumus
Līderu saraksts
Rādīt vairāk
Rādīt mazāk
Šī līderu grupa pašlaik ir privāta. Noklikšķiniet uz
Kopīgot
, lai to publiskotu.
Mācību līdzekļa īpašnieks ir atspējojis šo līderu grupu.
Šī līderu grupa ir atspējota, jo jūsu izmantotās iespējas atšķiras no mācību līdzekļa īpašnieka iespējām.
Atjaunot sākotnējās iespējas
Viktorīna
ir atvērta veidne. Tā neģenerē rezultātus līderu grupai.
Nepieciešams pieteikties
Vizuālais stils
Fonts
Nepieciešams abonements
Iespējas
Pārslēgt veidni
Rādīt visus
Atvērtie rezultāti
Kopēt saiti
QR kods
Dzēst
Atjaunot automātiski saglabāto:
?