1) ସିପିୟୁ ଏକ ------- ଯନ୍ତ୍ର a) ଇନପୁଟ b) ଆଉଟପୁଟ c) ଷ୍ଟୋରେଜ d) ପ୍ରୋସେସିଙ୍ଗ 2) ----କି ସବୁଠାରୁ ଲମ୍ୱା କି ଅଟେ । a) ଏଣ୍ଟର କି b) ସ୍ପେଶବାର କି c) କଣ୍ଟ୍ରୋଲ କି d) କୌଣସିଟି ନୁହେଁ 3) ସ୍ପିକର ଏକ ------ ଯନ୍ତ୍ର। a) ଇନପୁଟ b) ଆଉଟପୁଟ c) ଷ୍ଟୋରେଜ d) ପ୍ରୋସେସିଙ୍ଗ 4) ମେମୋରୀ କେତେ ପ୍ରକାରର a) 2 b) 3 c) 4 d) 5 5) ପ୍ରିଣ୍ଟର ଏକ ----- ଯନ୍ତ୍ର a) ଇନପୁଟ b) ଆଉଟପୁଟ c) ଷ୍ଟୋରେଜ d) ପ୍ରୋସେସିଙ୍ଗ 6) ଯେଉଁ ପ୍ରୋଗ୍ରାମ କମ୍ପ୍ୟୁଟରକୁ ନଷ୍ଟ କରିଦିଏ ତାହାକୁ କଣ କୁହଯାଏ ? a) ଭାଇରସ b) ଆଣ୍ଟି ଭାଇରସ 7) Software କେତେ ପ୍ରକାରର a) 2 b) 3 c) 4 d) କୌଣସିଟି ନୁହେଁ 8) କାହା ସାହାଯ୍ୟରେ କମ୍ପ୍ୟୁଟରରେ ଗେମ ଖେଳାଯାଏ ? a) ମାଉସ b) ଜୟଷ୍ଟିକ c) ପ୍ରିଣ୍ଟର d) ସ୍କାନର 9) ସି.ଡି ର ପୁରାନାମ a) କମ୍ପାକ୍ଟ ଡିସ୍କ b) କମ୍ପାକ୍ଟ ଡୋର c) କମେଣ୍ଟ ଡିସ୍କ 10) 1 byte = a) 8 bits b) 10 bits c) 12 bits d) 16 bits 11) LINUX କେଉଁ ସଫ୍ଟୱେର a) System b) Application 12) MS WORD କେଉଁ ସଫ୍ଟୱେର a) System b) Application 13) Pendrive କେଉଁ device a) Input b) Output c) Storage d) Processing 14) Printer is a _____ device a) Hardware b) Software 15) Virus is a ------- a) Hardware b) Software

Bestenliste

Visueller Stil

Einstellungen

Vorlage ändern

Soll die automatisch gespeicherte Aktivität wiederhergestellt werden?