HIV ର ପୂର୍ଣ୍ଣରୂପ (Full form) କ’ଣ?, (କ) Human Immunodeficiency Virus, (ଖ) Hepatitis Infection Virus, (ଗ) Human Infection Vaccine, (ଘ) High Immunity Virus, HIV ମୁଖ୍ୟତଃ ଶରୀରର କେଉଁ ପ୍ରଣାଳୀକୁ ଦୁର୍ବଳ କରିଦିଏ?, (କ) ପାଚନ ପ୍ରଣାଳୀ (Digestive system), (ଖ) ରୋଗପ୍ରତିରୋଧକ ଶକ୍ତି (Immune system), (ଗ) ଶ୍ୱାସକ୍ରିୟା ପ୍ରଣାଳୀ (Respiratory system), (ଘ) ସ୍ନାୟୁ ପ୍ରଣାଳୀ (Nervous system), ନିମ୍ନଲିଖିତ ମଧ୍ୟରୁ କେଉଁଟି HIV ସଂକ୍ରମଣର ବ୍ୟାପିବା କାରଣ ନୁହେଁ?, (କ) ସଂକ୍ରମିତ ରକ୍ତ ନେବା (Transfusion of infected blood), (ଖ) ଏକାଠି ବସିବା ଏବଂ ଖାଦ୍ୟ ଖାଇବା (Sitting and eating together), (ଗ) ସଂକ୍ରମିତସୂଚୀ ବ୍ୟବହାର କରିବା (Using infected needles), (ଘ) ଅସୁରକ୍ଷିତ ଯୌନ ସମ୍ପର୍କ (Unsafe sexual contact), ଜଳାତଙ୍କ ବା ରାବିଜ୍ (Rabies) କାହା ଦ୍ୱାରା ବ୍ୟାପିଥାଏ?, (କ) ଜୀବାଣୁ (Bacteria), (ଖ) ଭୂତାଣୁ (Virus), (ଗ)କବକ (Fungi), (ଘ) ପରଜୀବୀ (Parasite), ରାବିଜ୍ (Rabies) ଭୂତାଣୁ ମୁଖ୍ୟତଃ କାହାର କାମୁଡ଼ିବା ଦ୍ୱାରା ମଣିଷ ଶରୀରକୁ ବ୍ୟାପିଥାଏ?, (କ) ବିଲେଇ, କୁକୁର ଓ ମୂଷା, (ଖ) କେବଳ ଗାଈ ଓ ମଇଁଷି, (ଗ) ମହାରାଜା ମାଛି ଏବଂ ମଶା, (ଘ) ପାଗଳା କୁକୁର, ପାଗଳା ବିଲୁଆ, ପାଗଳା ମାଙ୍କଡ଼, ଜଳାତଙ୍କ ରୋଗ ହେଲେ ମଣିଷ କେଉଁ ପ୍ରଧାନ ଜିନିଷକୁ ଭୟ ଲାଗିଥାଏ?, (କ) ଅନ୍ଧାରକୁ, (ଖ) ପାଣିକୁ, (ଗ) ନିଆଁକୁ, (ଘ) ଉଚ୍ଚ ସ୍ଥାନକୁ, HIV ରୋଗରୁ ରକ୍ଷା ପାଇବା ପାଇଁ କେଉଁଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷେଧକ?, (କ) ସଚେତନତା ଏବଂ ସତର୍କତା (Awareness and caution), (ଖ) ଆଣ୍ଟିବାୟୋଟିକ ଔଷଧ ଖାଇବା (Taking antibiotics), (ଗ) ଦିନକୁ ଦୁଇଥର ବ୍ୟାୟାମ କରିବା (Exercising twice a day), (ଘ) ଅଧିକ ପାଣି ପିଇବା (Drinking more water)

Multiple Choie question

Leaderboard

Visual style

Options

Switch template

Continue editing: ?